କଡ଼ମଡ଼ିବା
ଦେଖଣା
କଡ଼ମଡ଼ିବା —
ଉଚ୍ଚାରଣ: Kaṟḍ̠amaṟḍ̠ibā
কড়মড়া
किचकिचाना
ଦେ. କ୍ରି. —
(ଦାନ୍ତ)—କଡ଼ମଡ଼ କରିବା; କ୍ରୋଧରେ ଦାନ୍ତ ରଗଡ଼ିବା —To foam with rage; to grind the teeth out of extreme anger.
ଦନ୍ତକଡ଼ମଡ଼ି ସିଂହ ପଡ଼େ ଆଚମ୍ବିତ, ବୃକ୍ଷ ସ୍ପନ୍ଧେ, ପଡ଼ି ଯେହେ ପିଅଇ ଶୋଣିତ ରାଧାନାଥ. ବେଣୀସଂହାର