Jump to content

କଡ଼ମ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ମ୍ବ
ଉଚ୍ଚାରଣ: Kaṟḍ̠amba

ସଂ. ବି. (କଡ଼ ଧାତୁ=ପୃଥକ୍ କରିବା+କର୍ମ. ଅମ୍ବ) —

୧: ଶାଗର ଖଡ଼ା; ଶାକାଦିର ଡ଼ଙ୍କ ବା ଖାଡ଼ି — ୧. The stalk of a pot-herb.

୨: ଅଗ୍ରବାଗ —୨. The top.

୩: ଅଙ୍କୁର ବା ଗଜା — ୩. Sprout; young shoot.

୪: କାଳିକା; କଢି —୪. Bud.

୫: କଦମ୍ବ —୫. The Nuclea Kadamba (tree)

୬: ବାଣ —୬. Arrow.

ଦେ. ବି. —

ବଂଶରକ୍ଷାର ଏକମାତ୍ର ଅବଲମ୍ବନସ୍ବରୂପ ବଞ୍ଚିଥିବା ଶିଶୁ —The only surviving scion of a family.