Jump to content

କଡ଼ାକର କରିଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ାକର କରିଦେବା
ଉଚ୍ଚାରଣ: Kaṟḍ̠ākara karidebā

ଦେ. କ୍ରି —

କୌଣସି ବ୍ୟକ୍ତିଙ୍କୁ ସାଧାରଣଙ୍କ ସମକ୍ଷରେ ଅତ୍ୟନ୍ତ ତୁଚ୍ଛ ଓ ଲଜ୍ଜିତ କରାଇବା — To lower a person before the eyes of others; to put a person to shame.