Jump to content

କଡ଼ାବିନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ାବିନ୍
ଉଚ୍ଚାରଣ: Kaṟḍ̠ābin
কড়াবিন कड़ाबिन

ବୈଦେ. ବି. (ତୁର୍କୀ. କରାବୀନ୍) —

ସାନ ଚୌଡ଼ା— ମୁହାଁ ମୋଟା ବନ୍ଧୁକ —A kind of wide mouthed small gun.

ଅଣ୍ଟାପଟି ଏକପାଖରେ ତରବାରି ଖାପ, ଆର ପାଖରେ କଡ଼ାବିନ୍ ଝୁଲୁଥାଏ ଫକୀରମୋହନ—ଗଳ୍ପସ୍ବଳ୍ପ