Jump to content

କଡ଼ା ପ୍ରସାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ା ପ୍ରସାଦ
ଉଚ୍ଚାରଣ: Kaṟḍ̠ā prasāda
कड़ापरसाद

ଦେ. ବି —

ଶିଖମାନଙ୍କ ଗ୍ରନ୍ଥ ସାହେବଙ୍କୁ ନୈବିଦ୍ୟ ହୋଇ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାୟିବା ମୋହନଦ୍ଭୋଗ ଆଦି ପ୍ରସାଦ —Offering of sweetmeat offered to the Scripture and distributed amongst devotees (amongst the Sikhs).