Jump to content

କଡ଼ା ହାକିମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ା ହାକିମ
ଉଚ୍ଚାରଣ: Kaṟḍ̠ā hākima
কড়াহাকিম कड़ाहाकिम

ଦେ. ବି. (ସଂ. କଟୁ+ଆ. ହାକିମ) —

ଯେଉଁ ହାକିମ କଠୋର ଭାବରେ ନିୟମ ପାଳନ କରିବାକୁ ଜିଦି କରନ୍ତି ଓ ନିୟମ ଲଙ୍ଘନକାରୀ ପ୍ରତି କଠୋର ଦଣ୍ଡ଼ ବିଧାନ କରନ୍ତି — A very strict authority or superior; a strict disciplinarian.