Jump to content

କଡ଼୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼୍ଚା
ଉଚ୍ଚାରଣ: Ka&rline;ḍ̠chā
কডচা

ବୈଦେ. ବି (ବଙ୍ଗଳାରୁ ଗୃହୀତ) —

୧: ପ୍ରଜା ଦେଇଥିବା ଖଜଣା ଓ ପ୍ରଜାଠାରେ ବାକୀ ଥିବା ଖଜଣାର ହିସାବ କାଗଜ — ୧. Paper containing an account of rent paid by and still due from a rayat.

୨: ହାତଚିଠା ବହି — ୨. Hand book; a rough memo book.

୩: ଶ୍ରେଣୀବଦ୍ଧ ବିବରଣ —୩. Classified detailed description.