Jump to content

କଡ଼ ନେଉଟାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼ ନେଉଟାଇବା
ଉଚ୍ଚାରଣ: Kaṟḍ̠a neuṭāibā

ଗ୍ରା. କ୍ରି —

୧: କଡ଼ ଲେଉଟାଇବା (ଦେଖ) ୧. Kaṟḍ̠a leuṭāibā (See)

୨: ଶୋଇବା ଉଦ୍ଦେଶ୍ୟରେ ବିଛଣାରେ ପଡ଼ିବା — ୨. Laying down one's body on the bed to sleep.