କଡ଼ ପକାଇବା
ଦେଖଣା
କଡ଼ ପକାଇବା —
ଉଚ୍ଚାରଣ: Kaṟḍ̠a pakāibā
ଦେ. କ୍ରି —
ଶୋଇବା; କଡ଼ ମାଡ଼ି ଶୋଇବା — To lie down in order to sleep. (lit. to lay one's sides on down)
(ଯଥା—କାଲି ରାତିରେ ମୁଁ ଜମାରୁ କଡ଼ ପକାଇ ନାହିଁ; ଅର୍ଥାତ୍ ଶୋଇବା ପାଇଁ ସମୟ ପାଇ ନାହିଁ)