କଡ଼ ମାଡ଼ିବା
ଦେଖଣା
କଡ଼ ମାଡ଼ିବା —
ଉଚ୍ଚାରଣ: Kaṟḍ̠a māṟḍ̠ibā
পাশমাড়া
बगलल गाना
ଦେ. କ୍ରି. —
୧: ଅଣେଇ ହୋଇ ଶୋଇବା; ଅଙ୍ଗର ଗୋଟିଏ ପାଖକୁ ଭୁମିରେ ଲଗାଇବା — ୧. To lie on one side.
ବସାକୁ ଆସି ସୁଖେ ତୁଳି ଶେୟ ପାଡ଼ି ଶୋଇଲେ ଆହେ ମହୀସାଇଁ କଡ଼ ମାଡ଼ି କୃଷ୍ଣସଂହ. ମହାଭାରତ. ଭୀଷ୍ମ
୨: କୌଣସି ବ୍ୟକ୍ତିର ପାଖକୁ ୟିବା —୨. To come to the side of a person.
(ଯଥା—ଆଜିକୁ ଚାରି ଦିନ ହେଲା ସେ ମୋ କଡ଼ ମାଡ଼ୁ ନାହିଁ)