Jump to content

କଡ୍ ଲିଭର୍ ଅଏଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ୍ ଲିଭର୍ ଅଏଲ୍
ଉଚ୍ଚାରଣ: Kaḍ libhar ael

ବୈଦେ. ବି. (ଇଂରାଜୀ) —

ଶର୍ଦ୍ଦି ଓ କାଶ ପାଇଁ ଡାକ୍ତରମାନଙ୍କ ଉପଦେଶରେ ବ୍ୟବହୃତ କଡ୍ ମାଛର ପୁଟୀରୁ ପ୍ରସ୍ତୁତ ତେଲ —Cod liver oil.