କଢ଼ାଇନେବା
ଦେଖଣା
କଢ଼ାଇନେବା —
ଉଚ୍ଚାରଣ: Kaṟḍ̠ẖāinebā
ଦେ. କ୍ରି —
ବାଟ କଢ଼ାଇବା; ବାଟ ଦେଖାଇ ଚଳାଇବା — To lead on.
ବରଷେ ୟୁଝି କଢ଼ାଇ ନେଇ ରସାତଳେ— ଭଞ୍ଜ—ବୈଦେହୀଶବିଳାସ