କଢ଼ାକଢ଼ି
ଦେଖଣା
କଢ଼ାକଢ଼ି —
ଉଚ୍ଚାରଣ: Kaṟḍ̠ẖākaṟḍ̠ẖi
কাড়াকাড়ি
ଦେ. ବି. —
ନାନା ପ୍ରକାର ବସ୍ତୁକୁ ଭିତରୁ କାଢ଼ିବା ବା ବାହାର କରିବା କର୍ମ — Act of bringing out things.
ଦେ. ବିଣ. —
ପରସ୍ପର ଛଡ଼ାଇବା; ଛଡ଼ାଛଡ଼ି; ପରସ୍ପର ଦେହରୁ କାଢୁଥିବା —Matually bringing out or extracting things from each other's body; reciprocal snatching.
ଦେହରୁ କାଣ୍ଡ଼ମାନ କଢାକଢି ହେଲେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ