କଢ଼ାଣ
ଦେଖଣା
କଢ଼ାଣ —
ଉଚ୍ଚାରଣ: Kaṟḍ̠ẖāṇa
ଦେ. ବି. (ସଂ. କର୍ଷଣ; ପ୍ରା. କଡ୍ଢ଼ଣ) —
୧: କଢ଼ି ବା କର୍ମ; ବାହାର କରିବା —୧. Bringing out.
୨: ପ୍ରଥମ ଥର କର୍ଷଣ —୨. Ploughing of a plot of land for the first time.
୩: କଡ଼ାଣ (ଦେଖ) ୩. Kaṟḍ̠āṇa (See)