କଢ଼ି
ଦେଖଣା
କଢ଼ି —
ଉଚ୍ଚାରଣ: Kaṟḍ̠ẖi
ଦେ. ବି. —
୧: (ସଂ. କଳି; କଳିକା)— କଢ଼; ମୁକୁଳ —୧. Bud.
ନାଗେଶ୍ବର କଢି କାମ ହାବୋଡ଼ ବାଜେ—ଶିଶୁଶଙ୍କର. ଉଷା ଅଭିଳାଷ
୨: କଡ଼ି (୨: ) (ଦେଖ) ୨. Kaṟḍ̠i (୨) (See)
୩: ଛୋଟ ମେଣ୍ଢୀ; ଛୁଆ ଜନ୍ମ କରି ନଥିବା ମାଈ ମେଣ୍ଢା — ୩. A young ewe which has not yet given birth to young ones.