କଢ଼ିଆଳ
ଦେଖଣା
କଢ଼ିଆଳ —
ଉଚ୍ଚାରଣ: Kaṟḍ̠ẖiāḻa
ଦେ. ବି.—(ସଂ. ଖଳୀନ)
୧: କଜେଇ; କଡ଼ିଆଳ — ୧. Horse's bit.
୨: ଲଗାମ —୨. Reins.
ଘୋଡ଼ାକୁ କଡ଼ିଆଳ ହାତୀକୁ ଆଙ୍କୁଶ ଲୋକଙ୍କୁ ରାଜଧର୍ମ କରେ ଜାଣ ବଶ କୃଷ୍ଣସିଂହ ମହାଭାରତ. ଶାନ୍ତି
କଢ଼ିଆଳ —
ଉଚ୍ଚାରଣ: Kaṟḍ̠ẖiāḻa
ଦେ. ବି.—(ସଂ. ଖଳୀନ)
୧: କଜେଇ; କଡ଼ିଆଳ — ୧. Horse's bit.
୨: ଲଗାମ —୨. Reins.
ଘୋଡ଼ାକୁ କଡ଼ିଆଳ ହାତୀକୁ ଆଙ୍କୁଶ ଲୋକଙ୍କୁ ରାଜଧର୍ମ କରେ ଜାଣ ବଶ କୃଷ୍ଣସିଂହ ମହାଭାରତ. ଶାନ୍ତି