Jump to content

କଢ଼ି ଲୋଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଢ଼ି ଲୋଥ
ଉଚ୍ଚାରଣ: Kaṟḍ̠ẖi lotha

ଦେ. ବି. —

ଚାରିପାଖରେ କ୍ଷୁଦ୍ର କ୍ଷୁଦ୍ର ସୁବର୍ଣ୍ଣ କଢ଼ ଖଞ୍ଜା ହୋଇ ଥିବା ନୋଥ; ଦକ୍ଷିଣୀ ଲୋଥ — A circular ring for the nose with tiny golden buds set on its circumference.