କଣକଣି
ଦେଖଣା
କଣକଣି —
ଉଚ୍ଚାରଣ: Kaṇakaṇi
কন্ কনে
কোণাকোণি
कार्गाकोणी
ଦେ. ବି. —
ବେଦନା (ଗୋପୀନାଥ ନନ୍ଦ) —Pain; aching.
ଦେ. ବିଣ. —
୧: ଅତି ଶୀତଳ—(ଗୋପୀନାଥ ନନ୍ଦ) ୧. Chilly; bitingly cold.
୨: କୋଣସ୍ଥିତ (ଗୋପୀନାଥ ନନ୍ଦ) — ୨. Situate in a corner; belonging to a corner.