କଣବାଗିଆ
ଦେଖଣା
କଣବାଗିଆ —
ଉଚ୍ଚାରଣ: Kaṇabāgiā
ଦେ. ବିଣ —
୧: ଏକ ଦୂରସ୍ଥ କୋଣରେ ଅବସ୍ଥିତ — ୧. Situate in a distant corner.
୨: ଏକ କୋଣ ଆଡ଼କୁ ଗତି କରୁଥିବା — ୨. Moving towards a corner.
୩: ଯୁକ୍ତିଯୁକ୍ତତାକୁ ଅପେକ୍ଷା ନ କରି ମନ ପାଇବା ଭଳି ବୁଝିବା ଲୋକ); ଅବୁଝା —୩. Eccentric.
୪: କର୍ଣ୍ଣ ମାର୍ଗରେ ଅବସ୍ଥିତ —୪. Diagoṇal.