କଣବାଗେ
ଦେଖଣା
କଣବାଗେ —
ଉଚ୍ଚାରଣ: Kaṇabāge
কোণাকোণী
कोणाकोणी
ଦେ. କ୍ରି. ବିଣ —
୧: କୋଣ ଦିଗକୁ; କୋଣ ଆଡ଼କୁ — ୧. Towards a corner.
୨: ଏକ କୋଣରୁ ଅନ୍ୟ କୋଣକୁ; କର୍ଣ୍ଣ ମାର୍ଗରେ — ୨. Cornerwise; diagonally.