Jump to content

କଣଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣଭ
ଉଚ୍ଚାରଣ: Kaṇabha

ସଂ. ବି. (କଣ=ଅଗ୍ନିକଣା+ଭା. ଧାତୁ= ଦୀପ୍ତି ପାଇବା +କର୍ତ୍ତୃ. ଅ) —

୧: ଜ୍ୟୋତିର୍ମୟ କୀଟବିଶେଷ — ୧. A phosphorescent insect.

୨: ଅଣସୋରିଷ —୨. A mustard-like grain.