Jump to content

କଣଭୁକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣଭୁକ୍
ଉଚ୍ଚାରଣ: Kaṇabhuk

ସଂ. ବି. (କଣ=ଅଳ୍ପାଂଶ+ଭୁଜ୍ ଧାତୁ=ଖାଇବା+କର୍ତ୍ତୃ. କ୍ବିପ୍) —

୧: ବୈଶେଷିକ ଦର୍ଶନର ରଚୟିତା କଣାଦ ନାମକ ଋଷି — ୧. Sage Kaṇāda; the founder of the B&aline;i̱ṡeshika system of philosophy.

୨: ବଣିଆ; ସୁନାରୀ (ହି. ଶଦ୍ଦସାଗର) — ୨. Goldsmith.