Jump to content

କଣମଛା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣମଛା
ଉଚ୍ଚାରଣ: Kaṇamachhā

ଦେ. ବି —

ବର୍ଷା ଊତୁରେ ଜମା ହୋଇଥିବା ପାଣି ବିଲରୁ ଶୁଖି ଆସିଲେ କାର୍ତ୍ତିକ ମାର୍ଗଶିର ମାସରେ ଯେଉଁ ଛୋଟ ମାଛମାନେ ମରନ୍ତି —Fry which die in the shallow fields after the rainy season is over as a result of the fierce rays of the sun when the waters in the flelds dry up.