Jump to content

କଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣି
ଉଚ୍ଚାରଣ: Kaṇi
কণা कनकी

ଦେ. ବି. (ସଂ. କଣ; କଣିକ) —

୧: ଶସ୍ୟାଦିର କ୍ଷୁଦ୍ରାଂଶ — ୧. Particles of grain.

(ଯଥା—ମୁଗ କଣି; ଖୁଦ କଣି)

[ଦ୍ର—ଚାଉଳ ମୁଗ ପ୍ରଭୃତି ଶସ୍ୟାଦି ଖାଦ୍ୟ ପାଇଁ କୁଟିବା ବା ରଗଡ଼ିଲା ବେଳେ ବୀଜକୋଷ ସବୁ ଭାଙ୍ଗି ଯାଇ କ୍ଷୁଦ୍ର ଶସ୍ୟ ଖଣ୍ଡମାନ ରହି ଯାଏ ପ୍ରାୟଶଃ ତାହାକୁହିଁ କଣି କୁହାଯାଏ]

୨: ବାଉଁଶର କ୍ଷୁଦ୍ର ପ୍ରଶାଖା —୨. A shoot or twig of bamboo.

୩: ଚିଲିକାର ମତ୍ସ୍ୟବିଶେଷ — ୩. A kind of fish in the Chilika lake.