କଣିଆ
ଦେଖଣା
କଣିଆ —
ଉଚ୍ଚାରଣ: Kaṇīa
ଦେ. ବିଣ. —
୧: (ସଂ. କଣିକା) ଯେଉଁ ଡାଲି ବା ଶସ୍ୟରେ ବହୁତ କଣି ଥାଏ —୧. Full of particles (said of split grain)
୨: (ସଂ. କୋଣ) ଏକ କୋଣଆଡକୁ ଅବସ୍ଥିତ — ୨. Situated towards a corner.
ପ୍ରାଦେ. (ସିଂହଭୁମ) ବି —
ଶିଙ୍ଘିଟାଳି ମାଛ —A kind of small fish with pointed spikes on the neck and gills.