Jump to content

କଣୀଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣୀଚି
ଉଚ୍ଚାରଣ: Kaṇīchi

ସଂ. ବି. (କଣ ଧାତୁ=ମୁଦ୍ରିତ କରିବା+ସଂଜ୍ଞାର୍ଥେ ଈଚି) —

୧: ଗୁଞ୍ଜା; କାଇଁଚ —୧. A bright-red pea-like seed contained in a pod from a creeper.

୨: ଶବ୍ଦ —୨. Sound.