Jump to content

କଣୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣୁଆ
ଉଚ୍ଚାରଣ: Kaṇuā

ଦେ. ବିଣ. (ସଂ. କୋଣ) —

୧: ଏକ କୋଣରେ ଅବସ୍ଥିତ — ୧. Situate or living in one corner.

୨: ସାଧାରଣଙ୍କ ଚକ୍ଷୁର ଅଗୋଚରରେ ରହୁଥିବା — ୨. Keeping away from ordinary gaze.