କଣେଇବା
ଦେଖଣା
କଣେଇବା —
ଉଚ୍ଚାରଣ: Kaṇeibā
ଦେ. କ୍ରି. (ସଂ. କୋଣ) —
୧: ନେତ୍ରକୋଣରେ ଚାହିଁବା; କଟାକ୍ଷଦୃଷ୍ଟି କରିବା —୧. To cast a sidelong glance.
୨: ଏକ କୋଣକୁ ଅପସରିବା —୨. To move to a side.
୩: କର୍ଣ୍ଣମାର୍ଗରେ ଗତି କରିବା — ୩. To move diagonally.
୪: ଅଣେଇବା —୪. To incline; to lean to one side.