Jump to content

କଣେରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣେରା
ଉଚ୍ଚାରଣ: Kaṇerā

ସଂ. ବି. ସ୍ତ୍ରୀ (କଣ୍ ଧାତୁ=ଗମନ କରିବା+କର୍ତ୍ତୃ. ଏର+ ସ୍ତ୍ରୀ. ଆ) —

୧: ବେଶ୍ୟା —୧. Prostitute.

୨: କରିଣୀ; ହସ୍ତିନୀ —୨. A female elephant.