କଣ୍ଟକଦ୍ରୁମ
ଦେଖଣା
କଣ୍ଟକଦ୍ରୁମ —
ଉଚ୍ଚାରଣ: Kaṇṭakadruma
ସଂ. ବି. (ମ. ପ. ଲୋ; କଣ୍ଟକ+ଦ୍ରୁମ; କଣ୍ଟକଯୁକ୍ତ ଦ୍ରୁମ) —
ଶିମିଳିତୁଳା ଗଛ; ଶାଳ୍ମଳୀ ତରୁ — The silk-cotton tree; Bombax Malabarica.