କଣ୍ଟକଫଳ
ଦେଖଣା
କଣ୍ଟକଫଳ —
ଉଚ୍ଚାରଣ: Kaṇṭkaphaḻa
ସଂ. ବି. (ବହୁବ୍ରୀହି; କଣ୍ଟକ+ଫଳ; ଫଳର ଚୋପା କଣ୍ଟାଯୁକ୍ତ) —
୧: ପଣସ —୧. Jack-fruit.
୨: ଧୂସର; ଧୂତୁରା —୨. Thorn-apple.
୩: ଗୋକ୍ଷୁରା; ଗୋଖର —୩. The fruit of Tribulus Terrestris.
୪: ଗବ ଫଳ; ଏରଣ୍ଡ ଫଳ —୪. The custard-seed fruit.