କଣ୍ଟକାଢ୍ୟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟକାଢ୍ୟା
ଉଚ୍ଚାରଣ: Kaṇṭakāḍhyā

ସଂ. ବି. (୩: ୟା ତତ୍; କଣ୍ଟକ=କଣ୍ଟା+ଆଢ୍ୟ=ପୁର୍ଣ୍ଣ)

ଶିମିଳି ଗଛ; କଣ୍ଟକ ଦ୍ରୁମ — Silk-cotton tree.