ଶବ୍ଦାର୍ଥ:
କଣ୍ଟକିନୀ — ଉଚ୍ଚାରଣ: Kaṇṭakinī
ସଂ. ବି. (କଣ୍ଟକ+ଅଛି ଅର୍ଥରେ .ଇନ୍+ସ୍ତ୍ରୀ. ଈ) —
କଣ୍ଟକାରୀ (ଦେଖ) Kaṇṭakārī (See)