Jump to content

କଣ୍ଟକିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟକିବା
ଉଚ୍ଚାରଣ: Kaṇṭakibā

ଦେ. (ପଦ୍ୟ) କ୍ରି—(ସଂ. କଣ୍ଟକିତ) —

ରୋମାଞ୍ଚିତ ହେବା; (ରୋମ) ଟାଙ୍କୁରି ଉଠିବା —To be horripilated; (the hairs) to stand on ends.

କେତେବେଳେ ସ୍ବର ନୋହଇ ବାହାର କଣ୍ଟକେ ରୋମ ନିକର ଦୀନକୃଷ୍ଣ. ରସକଲ୍ଲୋଳ