ଶବ୍ଦାର୍ଥ:
କଣ୍ଟଳ — ଉଚ୍ଚାରଣ: Kaṇṭaḻa
ସଂ. ବି. (କଣ୍ଟ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) —
ବବୁର ଗଛ —The Acacia tree.