Jump to content

କଣ୍ଟାଖାଈ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାଖାଈ
ଉଚ୍ଚାରଣ: Kaṇṭākhāī
कांटाइन

ଦେ. ବି. ସ୍ତ୍ରୀ. (ସଂ. କାତ୍ୟାୟନୀ) —

୧: ପୁରାଣ ବର୍ଣ୍ଣୀତ ଠାକୁରାଣୀ ବା ଦେବୀବିଶେଷ; ଦୁର୍ଗା —୧. A mythological Goddess.

୨: (ଗାଳି) ଦୁଷ୍ଟା ସ୍ତ୍ରୀ; ଡାହାଣୀ — ୨. (a term of abuse) Witch; virago.