Jump to content

କଣ୍ଟାଖୁଣ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାଖୁଣ୍ଟ
ଉଚ୍ଚାରଣ: Kaṇṭākhuṇṭa

ଦେ. (ପ୍ରାଚୀନ). ବିଣ —

କଣ୍ଟକଯୁକ୍ତ ଓ କୀଳକମୟ (ଭୂମି) — (Land) Full of thorny pegs.

ବଡ଼ ବିଚିକିଟିଆ ସେ କଣ୍ଟାଖୁଣ୍ଟ ଭୂମି ସାରଳା. ମହାଭାରତ. ଆଦ୍ୟ

ଦେ. ବି —

କଣ୍ଟକିତ କିଳା —Thorny peg.