Jump to content

କଣ୍ଟାନେଉଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାନେଉଟିଆ
ଉଚ୍ଚାରଣ: Kaṇṭāneuṭiā
কাঁটানট, কাঁটান়টের, কাঁটানাটিয়া काँटिभाजि, काँटिमाठचनलाइ, काँटेदार ତେ.—ପେରୁତୋଟାକୂରା

ଦେ. ବି. (ସଂ. କଣ୍ଟକ+ ଲୁଣ୍ଟକ; ସଂ. ନାମ ତଣ୍ଡୁଳୀୟ, ମାରିଷ) —

କଣ୍ଟାମାରିଶ; କଣ୍ଟା— ଲେଉଟିଆ; କାଣିଲେଉଟିଆ; କଣ୍ଟକଯୁକ୍ତ ଶାକବିଶେଷ — The prickly Amaranath; a kind of thorny pot-herb growing wild; Amarantus Spinosus.