କଣ୍ଟାପଲାଶ
ଦେଖଣା
କଣ୍ଟାପଲାଶ —
ଉଚ୍ଚାରଣ: Kaṇṭāpaḻāṡa
পোড়া, রয়না, গোলগোল
कुम्भी, गल्गल्, गाङ्गाल्
ତେ. ଗୁଙ୍ଗା, କୋଙ୍ଗ, ଗୋଣ୍ଡୁଗୋଗୁ
ତା, ଟାଙ୍ଗୁ, କୋଙ୍ଗିଲାମ୍
ସଂ. ପର୍ୟ୍ୟାୟ—ରୋହିତକ; ପ୍ଲୀହଶତ୍ରୁ;
ସଦାପ୍ରସୂନ
ଦେ. ବି. (ସଂ. କଣ୍ଟକ+ପଲାଶ) —
ଏକପ୍ରକାର ବନ୍ୟ— ଗୁଳ୍ମ —Cochlospermum Gossypum (Haines); Bombax Gossypium (Kirtikar)
[ଦ୍ର—ଏହା ଉତ୍ତର— ପଶ୍ଚିମ ପ୍ରଦେଶ ଓ ଓଡ଼ିଶାରେ ଜନ୍ମେ ଏହାର ଶାଖା ପ୍ରଚୁର ଓ ଚାରିଆ଼ଡ଼କୁ ବିସ୍ତୃତ ଏହା ପ୍ରତି ବର୍ଷ ପତ୍ରଝଡ଼ା ଦିଏ ଏହାର ବକଳା ମୋଟ ଓ ଅଂଶୁମୟ; ଭିତରର ମଞ୍ଜି ନାଲି; କାଠ ଅତିଶୟ ମସକା; ଫୁଲ ଅତି ସୁନ୍ଦର ଓ ନାଲି; ମଞ୍ଜିର ଖୋଳପା ଭିତରେ ଚିକ୍କଣିଆ ରସ ଥାଏ କଫ ଓ ମେହ ରୋଗରେ ଏହା ଔଷଧରୂପେ ବ୍ୟବହୃତ ହୁଏ]