କଣ୍ଟାପାନିଆଁ
ଦେଖଣା
କଣ୍ଟାପାନିଆଁ —
ଉଚ୍ଚାରଣ: Kaṇṭāpāniāñ
কাঁটাচিরুনী
काँटा कंधी
ଦେ. ବି. (ସହଚର) —
ଜୁଡ଼ାରେ ଖୋସିବା ପାଇଁ ବ୍ୟବହୃତ କଣ୍ଟା ଓ ବାଳ କୁଣ୍ଡାଇବା ପାଇଁ ବ୍ୟବହୃତ ପାନିଆଁ (ସ୍ତ୍ରୀଲୋକମାନଙ୍କର କେଶ— ବିନ୍ୟାସରେ ବ୍ୟବହୃତ ଦିଓଟି ଉପକରଣ) — Hair-pin and comb.