କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା
ଉଚ୍ଚାରଣ: Kaṇṭā bāṟḍ̠are lugā pakāi kaḻ karibā
उकसाना

ଦେ. କ୍ରି —

ପରକୁ କଳି କରିବାକୁ ପ୍ରଥମେ ଉତ୍ତେଜିତ କରି ନିଜେ ବୃଥା ଉତ୍ତେଜିତ ବ୍ୟକ୍ତି ସହିତ କଳି କରିବା —To quarrel with a person after provoking him to quarrel; to pick up or provoke a quarrel.