କଣ୍ଟାବେତ
ଦେଖଣା
କଣ୍ଟାବେତ —
ଉଚ୍ଚାରଣ: Kaṇṭābeta
ଦେ. ବି—(ସଂ. କଣ୍ଟକ+ ବେତ୍ର) —
କଣ୍ଟକଯୁକ୍ତ ଝଙ୍କାଳିଆ ବେତ୍ରବିଶେଷ —A species of thorny ratan; Calamus Gurmba (Haines).
କଣ୍ଟାବେତ —
ଉଚ୍ଚାରଣ: Kaṇṭābeta
ଦେ. ବି—(ସଂ. କଣ୍ଟକ+ ବେତ୍ର) —
କଣ୍ଟକଯୁକ୍ତ ଝଙ୍କାଳିଆ ବେତ୍ରବିଶେଷ —A species of thorny ratan; Calamus Gurmba (Haines).