Jump to content

କଣ୍ଟାଲଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟାଲଟା
ଉଚ୍ଚାରଣ: Kaṇṭālaṭā

ଦେ. ବି. (ସହଚର) —

କଣ୍ଟକ ଓ ଲତା ବହୁଳ ସ୍ଥାନମାନ — Places full of thorns and creepers.

ତୁମ୍ଭେମାନେ କଣ୍ଟାଲଟାରେ ବୁଲି ମଡ଼ା ତୁଚ୍ଛା ଶ୍ରମ କରି ନ କରି ଆଉ ଲୋଡ଼ା କୃଷ୍ଣସିଂହ. ମହାଭାରତ. ବନ