କଣ୍ଟାସିଧ
ଦେଖଣା
କଣ୍ଟାସିଧ —
ଉଚ୍ଚାରଣ: Kaṇṭāsidha
ଦେ. ବି —
ବନ୍ୟ ଗୁଳ୍ମବିଶେଷ — A wild plant; Leonotis Nepetæfolia (Haines).
[ଦ୍ର—ଏହା ୪: ଫୁଟ ଠାରୁ ୭: ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ ଏହାର ଫୁଲ ରକ୍ତବର୍ଣ୍ଣ ଛୋଟନାଗପୁର ଓ ଅନୁଗୁଳ ଅଞ୍ଚଳର ଜଙ୍ଗଲରେ ଓ ଗ୍ରାମମାନଙ୍କ ପାଖରେ ଏହା ଜନ୍ମେ]