କଣ୍ଟା ଖୁଞ୍ଚ
ଦେଖଣା
କଣ୍ଟା ଖୁଞ୍ଚ —
ଉଚ୍ଚାରଣ: Kaṇṭā khun̄cha
কাঁটাখোঁচা
ଦେ. ବି (ସହଚର) —
ଚାଲି ୟାଉଥିବା ବ୍ୟକ୍ତିର ଲୁଗାରେ ଲାଗିବା ପାର୍ଶ୍ବବର୍ତ୍ତୀ ବୃକ୍ଷାଦିର କଣ୍ଟା; ଯେଉଁ କଣ୍ଟା ଲାଗି ଲୁଗା ଚିରିଯାଏ —Thorns which prick into the cloth of a person walking along thorny bushes.