Jump to content

କଣ୍ଟା ଗଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟା ଗଳିବା
ଉଚ୍ଚାରଣ: Kaṇṭā gaḻibā
কাঁটা ভুকা काँटा चुभना

ଦେ. ବି —

(ଚାଲିଲା ବେଳେ ଅଜାଣତରେ କଣ୍ଟା ଉପରେ ଗୋଡ଼ ବା ଅନ୍ୟ ଅଙ୍ଗ ପଡ଼ିୟିବାରୁ) ଗୋଡ଼ ବା ଅନ୍ୟ ଅଙ୍ଗରେ କଣ୍ଟା ପଶିୟିବା — Being pricked by a thorn; a thorn or nail entering into the foot or other limb of the way-farer.