କଣ୍ଟା ପକାଇବା
ଦେଖଣା
କଣ୍ଟା ପକାଇବା —
ଉଚ୍ଚାରଣ: Kaṇṭā pakāibā
কাঁটাফেলা
काँटाडालना
ଦେ. କ୍ରି. —
୧: ଲୋକଙ୍କ ୟିବା ଆସିବା ବନ୍ଦ କରିବାଲାଗି କୌଣସି ବାଟରେ କଣ୍ଟା ସ୍ଥାପନ କରିବା, ଯେପରି କି ସେ ବାଟରେ ୟିବା ବ୍ୟକ୍ତିର ଗୋଡ଼ରେ କଣ୍ଟା ପଶିୟିବ — ୧. To lay thorns on the pathway, so that people may not use it.
୨: ବହୁରିପରିମାଣରେ ଶସ୍ୟାଦି ଓଜନ କରିବା ନିମନ୍ତେ ବଡ଼ ତୁଳାଦଣ୍ଡ ସ୍ଥାପନ କରିବା — ୨. To put big scales in order to weigh large quantities of goods.