Jump to content

କଣ୍ଟା ବୁଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଣ୍ଟା ବୁଜିବା
ଉଚ୍ଚାରଣ: Kaṇṭā bujibā
কাঁটাদেওয়া काँटाबाना

ଦେ. କ୍ରି —

କଣ୍ଟାବାଡ଼ଦ୍ବାରା କୈଣସି ସ୍ଥାନକୁ ବାଡ଼ାବନ୍ଦି କରିବା —To fence up a place with thorny twings.