କଣ୍ଟା ମାଡ଼ିବା
ଦେଖଣା
କଣ୍ଟା ମାଡ଼ିବା —
ଉଚ୍ଚାରଣ: Kaṇṭā māṟḍ̠ibā
ଦେ. କ୍ରି. —
ଚାଲିବାବେଳେ ତଳେ ପଡ଼ିଥିବା କଣ୍ଟା ଉପରେ ଅଜାଣତରେ ଗୋଡ଼ ପକାଇବା (ଓ ତଜ୍ଜନିତ ଗୋଡ଼ରେ କଣ୍ଟା ଗଳିୟିବା) —To tread on thorns while walking.