କଣ୍ଟା ଲାଗିବା
ଦେଖଣା
କଣ୍ଟା ଲାଗିବା —
ଉଚ୍ଚାରଣ: Kaṇṭā lāgibā
কাঁটালাগা
काँटालगना
ଦେ. ବି —
କଣ୍ଟାକାକୀର୍ଣ୍ଣ ବାଟରେ ୟିବାବେଳେ ଚାଲିବା ବ୍ୟକ୍ତିର ଅଙ୍ଗରେ ବା ଲୁଗାରେ ପାର୍ଶ୍ବବର୍ତ୍ତୀ କଣ୍ଟା ଭୁକି ହୋଇୟିବା — Being pricked by thorns.